
2026 - 20272026
Thaka - ଠକ
5h
ମଣିଷର ମୁହଁ ଦେଖି ତା’ର ମନକୁ ବୁଝିହୁଏନି… କାରଣ କିଛି ଲୋକଙ୍କ ମୁହଁରେ ଥାଏ ମିଠା କଥା, ହସର ପଛରେ ଲୁଚିଥାଏ ଧୋକା, ଆଉ ବିଶ୍ୱାସର ପଛରେ ଥାଏ ଏକ ବଡ଼ ଷଡ଼ଯନ୍ତ୍ର! 😈 “ଠକ” କେବଳ ଏକ ନାଟକ ନୁହେଁ— ଏହା ହେଉଛି ବିଶ୍ୱାସ, ପ୍ରତାରଣା, ସ୍ୱାର୍ଥ ଓ ସମ୍ପର୍କର ଏକ ରୋମାଞ୍ଚକର କାହାଣୀ। କିଏ ଦେଉଛି ସତର ଅଭିନୟ? କିଏ ପିନ୍ଧିଛି ମିଛର ମୁଖା? କିଏ ହେବ ଠକର ଶିକାର? ଆଉ ଶେଷରେ କିଏ ହେବ ଅସଲି ଠକ? 🔥 ପ୍ରତିଟି ଦୃଶ୍ୟରେ ରହିବ ରୋମାଞ୍ଚ, ପ୍ରତିଟି ମୋଡ଼ରେ ରହିବ ନୂଆ ରହସ୍ୟ, ଆଉ ଶେଷ ପର୍ଯ୍ୟନ୍ତ ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ— “ଏଠି ଠକ କିଏ?” 😱 🎬 ସତକୁ ଜାଣିବାକୁ ହେଲେ କେବେ କେଉଁଦିନ ଅନୁସନ୍ଧାନ କରନ୍ତୁ ଯାତ୍ରା ଇନ୍ଦ୍ରଭୁବନ ମଞ୍ଚରେ ୟୁନିକ ପ୍ରଦୀପ ବେହେରା ଙ୍କ କଲମ ମୁନରୁ ସୃଷ୍ଟି ଏକ ଠକର କାହାଣୀ… କାରଣ ଠକର ଚେହେରା କେବେ ସହଜରେ ଚିହ୍ନା ପଡ଼େନି! 🖤🔥
No upcoming showView story








