Skip to content
Jatra Indirabhubana

Jatra party

Jatra Indirabhubana

Tarasing Block, Sambalpur

DirectorBikash SahuProducerBikashini SahuLanguageOdia

About

Indirabhubana brings folk tales to the stage.

Camp Locations

21
See all
Jatra Indirabhubana

Jatra Indirabhubana

Completed
22 Oct 2026 – 24 Oct 2026Balam, Barcote, Deogarh
Jatra Indirabhubana

Jatra Indirabhubana

Completed
13 Oct 2026 – 16 Oct 2026Tumulia, Kund, Sundargarh
Jatra Indirabhubana

Jatra Indirabhubana

Completed
07 Oct 2026 – 12 Oct 2026Raurkela Panaposa, Sundargarh
Jatra Indirabhubana

Jatra Indirabhubana

Completed
02 Oct 2026 – 06 Oct 2026Lahunipada, Sundargarh
Jatra Indirabhubana

Jatra Indirabhubana

Completed
29 Sept 2026 – 01 Oct 2026Kandeiposi Khamar, Angul
Jatra Indirabhubana

Jatra Indirabhubana

Completed
25 Sept 2026 – 28 Sept 2026Rengalidam, Angul
Jatra Indirabhubana

Jatra Indirabhubana

Completed
21 Sept 2026 – 24 Sept 2026Sankapur, Cuttack
Jatra Indirabhubana

Jatra Indirabhubana

Completed
17 Sept 2026 – 20 Sept 2026Hulurusingha, Angul
Jatra Indirabhubana

Jatra Indirabhubana

Completed
12 Sept 2026 – 16 Sept 2026Sonepur, Sonepur
Jatra Indirabhubana

Jatra Indirabhubana

Completed
07 Sept 2026 – 11 Sept 2026Bhukta, Prakashpur, Bargarh

Stories

7
Thaka - ଠକ
2026 - 20272026

Thaka - ଠକ

5h

ମଣିଷର ମୁହଁ ଦେଖି ତା’ର ମନକୁ ବୁଝିହୁଏନି… କାରଣ କିଛି ଲୋକଙ୍କ ମୁହଁରେ ଥାଏ ମିଠା କଥା, ହସର ପଛରେ ଲୁଚିଥାଏ ଧୋକା, ଆଉ ବିଶ୍ୱାସର ପଛରେ ଥାଏ ଏକ ବଡ଼ ଷଡ଼ଯନ୍ତ୍ର! 😈 “ଠକ” କେବଳ ଏକ ନାଟକ ନୁହେଁ— ଏହା ହେଉଛି ବିଶ୍ୱାସ, ପ୍ରତାରଣା, ସ୍ୱାର୍ଥ ଓ ସମ୍ପର୍କର ଏକ ରୋମାଞ୍ଚକର କାହାଣୀ। କିଏ ଦେଉଛି ସତର ଅଭିନୟ? କିଏ ପିନ୍ଧିଛି ମିଛର ମୁଖା? କିଏ ହେବ ଠକର ଶିକାର? ଆଉ ଶେଷରେ କିଏ ହେବ ଅସଲି ଠକ? 🔥 ପ୍ରତିଟି ଦୃଶ୍ୟରେ ରହିବ ରୋମାଞ୍ଚ, ପ୍ରତିଟି ମୋଡ଼ରେ ରହିବ ନୂଆ ରହସ୍ୟ, ଆଉ ଶେଷ ପର୍ଯ୍ୟନ୍ତ ଆପଣଙ୍କୁ ଭାବିବାକୁ ବାଧ୍ୟ କରିବ— “ଏଠି ଠକ କିଏ?” 😱 🎬 ସତକୁ ଜାଣିବାକୁ ହେଲେ କେବେ କେଉଁଦିନ ଅନୁସନ୍ଧାନ କରନ୍ତୁ ଯାତ୍ରା ଇନ୍ଦ୍ରଭୁବନ ମଞ୍ଚରେ ୟୁନିକ ପ୍ରଦୀପ ବେହେରା ଙ୍କ କଲମ ମୁନରୁ ସୃଷ୍ଟି ଏକ ଠକର କାହାଣୀ… କାରଣ ଠକର ଚେହେରା କେବେ ସହଜରେ ଚିହ୍ନା ପଡ଼େନି! 🖤🔥

No upcoming showView