
Storyline
ତୁ ମୋ ବଜରଙ୍ଗୀ ର ନାୟକ ର ନାଁ ରାମ ଏ କାହାଣୀ ଏମିତି ଏକ ନାୟକର ଯାହାର ନିଃଶ୍ୱାସ ରେ ହନୁମାନ ବିଶ୍ୱାସ ରେ ହନୁମାନ। ତା ଜୀବନ ସଂଘର୍ଷମୟ । ପିଲା ଦିନରୁ ବାପା ମାଆଙ୍କୁ ହରେଇ ନିଜ ବଡ଼ ଭଉଣୀ ସହ ବଞ୍ଚିବାର ସଂଘର୍ଷ କରେ। ତା ନିଜର ବୋଲି କହିଲେ ତା ପ୍ରେମିକା ରାଧା ଏବଂ ବଡ ଭଉଣୀ ଶାନ୍ତା। ସେ ତା ବଡ ଭଉଣୀ ର କଥାକୁ ଅକ୍ଷରେ ଅକ୍ଷରେ ପାଳନ କରେ
Creative Credits
Story
Dr. Ranjit Lenka
Direction
Mahesh Hazra
Concept
Dr. Deepak Jena
Music
Biraja Prasad
